ମା ବିରାଜଙ୍କର ରହିଛି କିଛି ଆଶ୍ଚର୍ଯ୍ୟ କିମ୍ବଦନ୍ତୀ !
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଭାରତୀୟ ଶକ୍ତି ସଂସ୍କୃତିରେ ଏକମାତ୍ର ଦ୍ଵିଭୁଜା ମହିଷା ମର୍ଦିନି ଦୁର୍ଗା । ମା ବିରଜା ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବା ବେଳେ ମା ବିନ୍ଧ୍ୟଗିରୀ ପର୍ବତ ଉପରେ ବସିଛନ୍ତି । ଏଥିସହ ମାଙ୍କ ପ୍ରତିମୂର୍ତ୍ତି ଲାଖବିନ୍ଧା ପଡିଆ ନିକଟକୁ ଯାଇଥାଏ । ସେଠାରେ ଏକ କଳ୍ପବଟ ମଧ୍ୟ ରହିଛି । ମାଙ୍କ ରଥଯାତ୍ରା ସାରା ଭାରତ ବର୍ଷରେ ନିଆରା
#Jajpur #MaaBiraja #legends #Tradition #Odisha #ArgusNews